


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଆଇ.ଟି.ଆଇ ଓ ଆଇଆଇଏସଆର ମିଳିତ ଆନୁକୂଲ୍ୟରେ ଆଇ.ଟି.ଆଇ ରେ ଥିବା ସମ୍ମିଳନୀ କକ୍ଷରେ ସ୍ୱାମୀ ମୁକୁନ୍ଦାନନ୍ଦଙ୍କର ଏକ ଘଣ୍ଟିଆ ଦିବ୍ୟ ଜ୍ଞାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଟିଆଇ ଅଧ୍ୟକ୍ଷ ଡ଼. ରଜତ କୁମାର ପାଣିଗ୍ରାହୀଙ୍କ ସମେତ କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଏବଂ ଆଇଆଇଏସଆର ର
କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଦେଶର ବିଭିନ୍ନ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିବା ବେଳେ ସ୍ୱାମୀ ଜୀ ମଧ୍ୟ ନିଜର ମତ ପ୍ରକଶ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା


