![ଆନ୍ଧ୍ର ପ୍ରଦେଶ ପାଇଁ ନବ ନିଯୁକ୍ତ ରାଜ୍ୟପାଳଙ୍କୁ ଛତ୍ରପୁର ବିଜେପି କର୍ମୀଙ୍କ ସମ୍ବର୍ଦ୍ଧନା….](https://i0.wp.com/www.samrudhaodisha.com/wp-content/uploads/2019/07/WhatsApp-Image-2019-07-21-at-6.40.42-AM.jpeg?fit=960%2C720&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/07/WhatsApp-Image-2019-07-21-at-6.40.43-AM-1.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/07/WhatsApp-Image-2019-07-21-at-6.40.43-AM.jpeg?resize=640%2C853&ssl=1)
ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ନିଯୁକ୍ତ କରା ଯାଇଥିବାରୁ ଆଜି ଛତ୍ରପୁର ବିଜେପି କର୍ମୀମାନେ ଭୁବନେଶ୍ୱରସ୍ଥିତ ବିଶ୍ୱଭୂଷଣଙ୍କ ବାସଭବନରେ ସାକ୍ଷାତ କରି ଫୁଲଗୁଛ ଓ ଉପଢୌକନ ଦେଇ ଅଭିନନ୍ଦନ ଜଣାଇଛନ୍ତି । ଏଥିରେ ଛତ୍ରପୁର ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢ଼ୀ, ଲକ୍ଷ୍ମୀନାରାୟଣ ପଣ୍ଡା,ସନ୍ତୋଷ କୁମାର ସାହୁ , ଚି .ଉଦୟ ,ଆଡ଼ଭୋକେଟ ଶିବ ପ୍ରସାଦ ସାହୁ ,ଇ ପ୍ରମୋଦ କୁମାର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା ଓ ଅକ୍ଷୟ କୁମାର ବାରିକ
![](https://i0.wp.com/www.samrudhaodisha.com/wp-content/uploads/2019/07/WhatsApp-Image-2019-07-21-at-6.40.41-AM.jpeg?resize=640%2C480&ssl=1)
![](https://i0.wp.com/www.samrudhaodisha.com/wp-content/uploads/2019/07/WhatsApp-Image-2019-07-21-at-6.40.41-AM-1.jpeg?resize=640%2C480&ssl=1)