
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଏକାମ୍ର ବରିଷ୍ଠ ନାଗରିକ ସଂଘ ପୁରୁଣା ଭୁବନେଶ୍ୱର ତରଫରୁ ମହାମାରୀ କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟକ ପାଣ୍ଠିକୁ ବିଧାୟକ ଅଶୋକ ପଣ୍ଡାଙ୍କ ମାଧ୍ୟମରେ ଟ.୩୫୦୦୦ ସଂଘର ସଭାପତି ହୃଷିକେଶ ତ୍ରିପାଠୀ, ଉପଦେଷ୍ଟା ରାଜେନ୍ଦ୍ର ସମର୍ଥା, ସମ୍ପାଦକ-ଧୀରେନ ପଟ୍ଟନାୟକ, ନୃସିଂହ ଚରଣ ଖୁଣ୍ଟିଆ, ମହେନ୍ଦ୍ର ପଟ୍ଟନାୟକ, ସରକେଶ୍ୱର ପଟ୍ଟନାୟକ, ଗୌର ମୋହନ ଦଶ, ନିହାର ସେଠି, ସୁକାନ୍ତ ମହାପାତ୍ର, ବିଜୟ ମଲ୍ଲିଆ ଏବଂ କୋଷଧକ୍ଷ-ରମାକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଚେକ ପ୍ରଦାନ କରିଥିଲେ ।
ରିପୋର୍ଟ : ଆକାଶ ମିଶ୍ର