ବ୍ରହ୍ମପୁର(ସମୃଦ୍ଧ ଓଡିଶା)ପୋଲସରା ବ୍ଲକ ଅନ୍ତର୍ଗତ ଧୋୟାକଣା ଗ୍ରାମର ଦୁଷ୍କର୍ମ ନାବାଳିକା ପିଡିତାର ସ୍ୱାସ୍ଥ୍ୟ ଅବସ୍ଥାକୁ ବୁଝିବା ପାଇଁ ବ୍ରହ୍ମପୁର ବଡ଼ମେଡିକାଲରେ ପହଞ୍ଚିଲେ ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ , ମହିଳା ବିଜୁ ଜନତା ଦଳର କର୍ମୀଙ୍କ ସମେତ ବିଜେଡିର କର୍ମୀମାନେ ଡାକ୍ତରଙ୍କ ସହ ଆଲୋଚନା କରି ପିଡିତାଙ୍କ ସ୍ୱାସ୍ଥ୍ୟଅବସ୍ତା କିପରି ଅଛି ବୁଝିଥିଲେ । ବିପଦ ମୁକ୍ତ ଥିବା ଡାକ୍ତର ପ୍ରକାଶ କରିଥିଲେ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା