ଏବେ ନବୀନ ବାବୁ ପୁରା ଆକ୍ଟିଭ : ଦେଖୁ ନାହାନ୍ତି ଆଜି ବୁଲି ବୁଲି ଗଣେଶ ମେଢ଼ ଦେଖୁଛନ୍ତି

ଭୁବନେଶ୍ୱର(ସମୃଦ୍ଧଓଡିଶା) ନବୀନ ବାବୁଙ୍କ ମୁଖ୍ୟମନ୍ତ୍ରୀ ପଦ ଗଲା ପରେ ପୁରା ଟେନସନ ଫ୍ରି  I ଓଡ଼ିଶାରେ ପାଦ ଦେଉ ଦେଉ ଚବିଶ ବର୍ଷ କାଳ କଣ କମ କଥା ହୋଇଛି ରାଜ୍ୟ ଶାସନ ବୁଝୁ ବୁଝୁ, ବେଳ କାହିଁ ସବୁ ବେଳେ ଟେନସନ ? ଏବେ ପୁରା ଫ୍ରି, ଆଉ ଚିନ୍ତା ନାହିଁ , ମନ ଆନନ୍ଦରେ ଆଜି ମାନ୍ୟବର ସମ୍ପୂର୍ଣ ଆକ୍ଟିଭ, ସେ ରାଜଧାନୀରେ ବୁଲି ବୁଲି ଶ୍ରୀଗଣେଶ ପୂଜା ଗଣେଶ ମେଢ଼ ଦେଖୁଛନ୍ତି I ପୂଜାର ମାହୋଲ ମନଭରି ଉପଭୋଗ କରୁଛନ୍ତି I ଲୋକେ ବି ନବୀନ ବାବୁଙ୍କୁ ପାଖରେ ପାଇ ବେଶ ମଜ୍ଜା ନେଉଛନ୍ତି I ୨୪ ବର୍ଷ କାଳ ପାଖରେ ପାଇ ନ ଥିବା ଲୋକେ  ନବୀନ ବାବୁଙ୍କୁ ପାଖରେ ପାଇଁ ବେଶ ଆନନ୍ଦ ହେଉଥିବା ଦେଖିବାକୁ ମିଳୁଛି I ସେଥିପାଇଁ ଆଜି ନବୀନ ବାବୁ ଏବେ ଏକ ଚାଁର୍ମିଙ୍ଗ ଫିଗର ….