

ଛତ୍ରପୁର (ସମୃଦ୍ଧ ଓଡିଶା) ଶ୍ରୀମତୀ ଦର୍ଶନା ଜରଦୋଷ ଛତ୍ରପୁର ଗସ୍ତରେ ଆସି ମା ରାୟଣାମାଙ୍କ ଦର୍ଶନ କରି ଓକିଲ ସଂଘଙ୍କ ସହ ସାକ୍ଷାତ୍ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ତାପରେ ଯୋନଶୁଦ୍ଧି କେନ୍ଦ୍ର ପରିଦର୍ଶନ କରି ବିଦ୍ୟାଳୟର ବାଳିକାଙ୍କୁ ନେପ୍କିନ ସନିଟାଇଜ୍ ବଣ୍ଟନ, ରାସନ ସାମଗ୍ରୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସି ପାତ୍ର, ଅଶୋକ ମିଶ୍ର, ବିଭୁତି ଜେନା, ସରୋଜ ସାବତ, ଶ୍ରମିଷ୍ଠା ପ୍ରଧାନ, ବି. ଶଙ୍କର ରେଡି, ପ୍ରଶାନ୍ତ କୁମାର କର, ପଦ୍ମ ଚରଣ ସାହୁ, ପ୍ରଦୀପ କୁମାର ପାଢୀ, ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ ରାଉଳ, ପ୍ରଫୁଲ କୁମାର ପଣ୍ଡା, କୃଷ୍ଣ ନାୟକ, ରାଜେନ୍ଦ୍ର ପଳାଇ, ଶେଖର ରେଡି, ରାଜେନ୍ଦ୍ର ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।
ରିପୋର୍ଟ : ନିମାଇ ଚରଣ ପଣ୍ଡା



