

ସିମୁଳିଆ (ସମୃଦ୍ଧ ଓଡିଶା) ଆଜି ସନ୍ଧ୍ୟାରେ କ୍ଷିରକୋଣାରେ ସହିଦ ଯବାନଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରିବା ସହିତ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା ଏବଂ ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା କରାଯାଇଥିଲା । ରଘୁନାଥ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ଏକ ସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଷିରକୋଣାର ବ୍ୟବସାୟଙ୍କ ସହ ବହୁ ବୁଦ୍ଧିଜୀବି, ରାଜନୈତିକ ବ୍ୟକ୍ତି ସାମିଲ ହୋଇଥିଲେ ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ







