Bhubaneswar ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁରୀରେ ରନ୍ଧା ଖାଦ୍ୟ ପ୍ରଦାନ… ସମୃଦ୍ଧ ଓଡିଶା May 12, 2019 1 min read Share this:FacebookX ପୁରୀ (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ପୁରୀରେ ଫନି ବାତ୍ୟାରେ ପ୍ରଭାବିତ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଦିନକୁ ୧୦୦୦ ଲୋକଙ୍କୁ ମାଗଣାରେ ଦିଆଯାଉଛି । ଏହି ରନ୍ଧା ଖାଦ୍ୟ ପୁରୀର ବାସେଲି ସାହିରେ କରୁଣା ରନ୍ଧା ଖାଦ୍ୟ ବିତରଣ କେନ୍ଦ୍ରରେ ଦିଆଯାଉଅଛି । ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା Like this:Like Loading... Continue Reading Previous: ‘ଫନି’ ବାତ୍ୟାରେ ବିଶେଷ ପ୍ରଭାବିତ ହୋଇଥିବା ଲୋକଙ୍କ ପାଇଁ ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୨ଲକ୍ଷ ଟଙ୍କାର ଚେକ ପ୍ରଦାନ…Next: ଏକ ବଡ଼ ଧରଣର ସଡକ ଦୁର୍ଘଟଣା:୧୫ ଜଣ ମୃତ୍ୟୁ, ଅନେକ ଆହତ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Bhubaneswar Top News ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ (ଏସଭିନିରତାର) ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ ସମୃଦ୍ଧ ଓଡିଶା February 22, 2025 1 min read Bhubaneswar Top News ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର : ୨୪ରୁ ୨୭ ଯାଏଁ ଚାଲିବ ଏହି ଉତ୍ସବ ସମୃଦ୍ଧ ଓଡିଶା February 22, 2025