ଗୋଷାଣୀ ବ୍ଲକରେ ମାଁ ଶ୍ରୀ ନୀଳମଣି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଧାୟକ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗୋଷାଣୀ ବ୍ଲକ ମାଛମରା ପଞ୍ଚାୟତ ଅନ୍ତର୍ଗତ ତୋଟାଗୁମୁଡା ଗ୍ରାମ ରେ ମା ଶ୍ରୀ ନୀଳମଣି ଦୁର୍ଗା ଙ୍କ ମନ୍ଦିର ପ୍ରତିଷ୍ଠାତା ଉତ୍ସବରେ ଯୋଗଦେଲେ ପାରଳା ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଆଜି ସକାଳୁ ତୋଟାଗୁମୁଡା ଗ୍ରାମ ସହ, ନିକଟରେ ଥିବା ଗ୍ରାମ ଗୁଡିକ ର ସତାଧିକ ଭକ୍ତ ଉପସ୍ଥିତି ରେ ମନ୍ଦିର ପ୍ରତିଷ୍ଠା କର୍ଯ୍ୟ ସହ ପୂଜାର୍ଚନା ଆରମ୍ଭ ହୋଇଥିଲା, ପୂଜା ଶେଷ ରେ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ହୋଇଥିଲା, ହଜାର ହଜାର ଭକ୍ତ ପ୍ରସାଦ ସେବନ କରି କରି ଖୁସି ଅନୁଭବ କରିଥିଲେ, ଏହି ପ୍ରତିଷ୍ଠା ଦିବସ ରେ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ ଙ୍କ ସହ ଘୋଷାଣୀ ବ୍ଲକ ଅଧକ୍ଷ ଏନ ଭିରରାଜୁ, ଜିଲ୍ଲାପରିଷ ବି ଵାଲାରାଜୁ ପ୍ରମୁଖ ଉପସ୍ଥିତ ଥିଲେ,

ରିପୋର୍ଟ : କୃଷ୍ଣ କୁମାର ବେହେରା