ଚନ୍ଦ୍ରବାବୁ ନାଇଡୁ ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା…

ବିଶାଖାପାଟଣା (ସମୃଦ୍ଧ ଓଡିଶା) ରାଜ୍ୟରେ ନିଜ ଦଳର ବିଫଳତା ପରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚନ୍ଦ୍ରବାବୁ ନାଇଡୁ । ୨୦୧୯ ନିର୍ବାଚନ ଫଳାଫଳ ପରେ ସରଗରମ ହୋଇଛି ଜାତୀୟ ରାଜନୀତି । ଦେଶରେ ପୁଣି ଥରେ ମୋଦିଙ୍କ ମ୍ୟାଜିକ୍ ଦେଖିବାକୁ ମିଳିଛି ।