
ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ଯୁଗପୁରୁଷୋତ୍ତମ ପରମ ପ୍ରେମମୟ ଠାକୁର ଅନୂକୁଳଚନ୍ଦ୍ରଙ୍କର ଶ୍ରୀମନ୍ଦିର ପ୍ରତିଷ୍ଠାର ଅଷ୍ଟମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଇଁ ଆଜି ବୈଠକ ଅନୁଷ୍ଠିତ ହୋଇଛି । ଏହା ଆଗାମୀ ୨୩ ରିଖ ରବିବାର ଦିନ ଛତ୍ରପୁର ସତସଙ୍ଗ ବିହାର ଠାରେ ପାଳିତ ହେବ । ସେହିଦିନ ପ୍ରାତଃ ୫ ଘଣ୍ଟା ସମୟରେ ଉସକୀର୍ତ୍ତନ, ସକାଳ ୬.୧୮ ଘଣ୍ଟା ସମୟରେ ସମଚେତ ଵିନତୀ ପ୍ରାର୍ଥନା, ସକାଳ ୭.୩୦ ସମୟରେ ସ୍ମୃତି ମହୋତ୍ସବ ଶୁଭ ଉଦଘାଟନ, ସକାଳ ୯.୦୦ ସମୟରେ ଚର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ନଗର ପରିକ୍ରମା ଇତ୍ୟାଦି ନିମ୍ନରେ ଥିବା କାର୍ଯ୍ୟସୂଚି ଦେଖନ୍ତୁ –
ରିପୋର୍ଟ : ନିମାଇଁ ଚରଣ ପଣ୍ଡା
