

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ମହମବତୀ ଜଳାଇ କାଶ୍ମୀରରେ ପୁଲୱାମା ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ପାଇଁ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ଶୋଭାଯାତ୍ରା ଅପର ବସଷ୍ଟାଣ୍ଡ ଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଲାଲ ଖାନ୍, ଭବାନୀକାନ୍ତ ସାହୁ, ସୁବୋଧ ସୁମନ ସ୍ୱାଇଁ, ବଳିଆ ବେହେରା, ବିଶ୍ୱରଂଜନ ଦାସ, କୁନାଲ ସସମାଲ, ଦୀପକ ରାଉଳ, ମାଧବ କାୟା, ପ୍ରଶାନ୍ତ କୁମାର ପଣ୍ଡା, ଆୟୁବ ଖାନ୍, ତୁଷାର କାନ୍ତ ପାଣ୍ଡି, ଭାଗିରଥି ବେହେରା, ରାମ ବେହେରା, ଜି.ଏରେୟା, ଭାଗିରଥି ବେହେରା, ରାମଚନ୍ଦ୍ର ବେହେରା, ଜଲାଲ୍ ଖାନ୍, ବଳିଆ ବେହେରା, ସୁବଧ ସ୍ୱାଇଁ, କ୍ରିଷ୍ଣା ରେଡି, ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବକ ଓ ବରିଷ୍ଠ ନାଗରିକମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


