

ଛତ୍ରପୁର (ସମୃଦ୍ଧ ଓଡିଶା)ଛତ୍ରପୁର ବିରସ୍ୱର ମନ୍ଦିର ନିକଟରେ ଥିବା ଏକ ଧାନ ଗଦା ରେ ନିଆଁ ଲାଗି ଥିଲା,ଛତ୍ରପୁରର ରେଡ଼ିକା ସାହିରେ ୪ ପରିବାରର ଧାନ ଗଦାରେ ନିଆଁ ଲାଗିସମ୍ପୂର୍ଣ ଜଳିଯାଇଛି । ଏହିପରିବାରର ୪ ଜଣଙ୍କ ନାମ ହେଲା ସିଏସ ନାରାୟଣ ରେଡ୍ଡୀ, ଟି. ଜଗା, ସିଏସ ସାରସା ରେଡ୍ଡୀ, ଏସ. ସୁରେନ୍ଦ୍ର । ୩ଟି ଧାନ ଗଦାରେ କେହି ଜଣେ ନିଆଁ ଲଗାଇ ଦେଇଥିବାରୁ ଗଦା ଗୁଡାକ ଜଳି ଯାଇଥିଲା । ନିଆଁ ଜାଳିବାର ଦେଖି ଅଗ୍ନି ବିଭାଗକୁ ଗାଁ ଲୋକ ଖବର ଦେଇଥିଲେ । ଛତ୍ରପୁର ଅଗ୍ନି ବିଭାଗ ଯାଇ ନିଆଁକୁ ଆୟତ କରିଥିଲା । ନାମ ରାମ ନାୟକ ଅଭିରାମ ନାୟକ ଚନ୍ଦ୍ରଶେଖର ସାମନ୍ତରାୟ ଶେଖ ବସିରୁଦ୍ଦିନ ହୃଦନନ୍ଦ ବାରିକ ଦିଲ୍ଲୀପ ନାୟକ ମନୋଜ ଭୋଇ କିଶୋର ମଝି ତପନ ବେହେରା ସୁମନ ମଲ୍ଲିକ ୨ ଘଣ୍ଟା ଲାଗିଥିଲା ନିଆଁକୁ ଆୟତ କରିବା ପାଇଁ ବୀରେଶ୍ୱର ମନ୍ଦିର ପାଖରେ ଗୋଟିଏ ଜାଗାକୁ ଅଗ୍ନିଶ୍ରମ ବିଭାଗ ଯିବାପାଇଁ ରାସ୍ତା ନଥିବା ବେଳେ ଗାଁ ଲୋକେ ନିଆଁ ଲିଭାଇ ଥିଲେ ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା




