

ଛତ୍ରପୁର (ସମୃଦ୍ଧ ଓଡିଶା) ମିଶନ ଶକ୍ତି ଓ ଡ଼ିସିପିଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ଋଷୁକୂଲ୍ୟା ସମ୍ମିଳନୀ କକ୍ଷ ଡିଆରଡିଏ ଛତ୍ରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ପରିବହନ ପଦ୍ମନାଭ ବେହେରା ଏବଂ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ବିଧାୟିକା ଏବଂ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ଗଞ୍ଜାମ ଜିଲ୍ଲାପାଳ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
