ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ପଂଚାୟତର ଦେଉଳବାର୍ଡ ଜ୍ୟୋତିଜଂଗମ ସେବାସମବାୟ ସମିତି ପକ୍ଷରୁ ରବିଧାନ ମଣ୍ଡି ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ନୟନ କୁମାର ପାଠୀ, ଶାଖା ପରିଚାଳକ ମୃତ୍ୟୁଞ୍ଜୟ ପ୍ରଧାରନ, ସଂପାଦକ ଅଜିତ୍ କୁମାର ଜେନା, ଆର୍ଏମସଥ ପ୍ରତିନିଧି ଶଂର୍କଷଣ ପରିଡା, ଗଜରାଜ ରାଇସ୍ ମିଲର ପ୍ରତିନିଧି, ପରିଚାଳନା କମିଟିର ସଦସ୍ୟ ବିଶେଶ୍ୱର ଦାସ , ସମ୍ଭୁନାଥ ନନ୍ଦି, ବିନୋଦ ବିହାରୀ ଜେନା, ସଂଜୟ କୁମାର କର, ମଂଜୁଲାତା ଦେ, ଜ୍ୟୋତିନ୍ଦ୍ର ପରିଡା, ସୃଷ୍ଟିଧର ଜେନା, ବିଜୟ କୁମାର ଜେନା, ଯଶୋଦା ଜେନା, ଅଜିତ୍ କୁମାର ସିଟଙ୍କ ସହିତ ଚାଷୀ କମିଟଠି ପକ୍ଷରୁ ଗୋପାଳ ଦତ୍ତ, ସୁଧାଂସୁ ଶେଖର ପାତ୍ର ଓ ଝାଡେଶ୍ୱର ପଧାନ ଉପସ୍ଥିତ ଥିଲେ । ଚାଷୀ ପର୍ଶୁରାମ ପରିଡା, ପାର୍ଥ ସାରଥି ଜେନା, ଗୌରହରି ପାତ୍ର ଶିଶିର ଦେ, ଅଶୋକ ଭଂଜ ଓ ଅଶୋକ ସୀଟ ପ୍ରମୁଖ ଧାନ ବିକ୍ର କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା