

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ନୂଆ ପୋଖରୀ ନିକଟସ୍ଥ ବାବା ଆଖଣ୍ଡଳ ମଣି ଠାକୁରଙ୍କର ଜାଗର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସମସ୍ତ ପୂଜା ଅର୍ଚନା ସମାପନ କରି ଭୋଟ ୪.୪୦ ମିନିଟ ସମୟରେ ମହାଦୀପ ଚଢାଯାଇଥିଲା । ଏହି ଅବସରରେ ଶହ ଶହ ଭକ୍ତ ଉଜାଗର ରହି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରକାରର ମିଠା ପ୍ରସାଦ ଭୋଗ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି