ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭାରତ ବନ୍ଦର ଆହ୍ୱାନ କ୍ରମେ ୧୧ଟି ଜାତୀୟ ଟ୍ରେଡ଼ ୟୁନିୟନର ଡ଼ାକରାରେ ଢେଙ୍କାନାଳରେ ମଧ୍ୟ ବନ୍ଦର ପ୍ରଭାବ ଦେଖାଦେଇଛି । ଯାତ୍ରୀବାହୀ ଚଳାଚଳ କରୁଥିବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଗାଡି ମୋଟର ଛୋଟ ଛୋଟ ଯାନବାହାନ ଗୁଡିକୁ ମଧ୍ୟ ବନ୍ଦ କରି ଦିଆଯାଇଛି । କା ଭାଁ ପୋଡାଜଳା ହୋଇଛି କିନ୍ତୁ କୌଣସି ଧନ ଜୀବନ ନଷ୍ଟ ହୋଇନାହିଁ । ବିଶେଷ କରି ଏଠାରେ ମହିଳା ଶ୍ରମିକମାନେ ଆନ୍ଦୋଳନରେ ଅଂଶ ଗ୍ରହଣ କରିଥିବାରୁ ବନ୍ଦର ପ୍ରଭାବ ଜିଲ୍ଲା ପ୍ରଶାସନକୁ ପ୍ରଭାବିତ କରିଛି ।
ରିପୋର୍ଟ : ଶୁଭମ କୁମାର ପାଣି