

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ବୈଶାଖ ଶୁକ୍ଳପକ୍ଷ ସପ୍ତମୀ ତିଥି ଏହି ଅବସରରେ ଢେଙ୍କାନାଳରେ ସଂକଟମୋଚନ ହନୁମାନ ଜୀଉଙ୍କ ଏକାଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଦିବା ୧ ଘଂଟିକା ସମୟରେ ପ୍ରସାଦ ସେବନର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମ ଢେଙ୍କାନାଳର ସଙ୍କଟ ମୋଚନ ପରିଚାଳନା କମିଟି ପକ୍ଷରୁ ଅନୁଷ୍ଠିତ କରାଯାଇଛି ।
ରିପୋର୍ଟ : ଶୁଭମ କୁମାର ପାଣି