

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳରେ ୩୦ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସଡକ ସୁରକ୍ଷା କିପରି କରିବା ଓ କିପରି ଲୋକଙ୍କୁ ସଚେତନ କରାଇବା ଉପରେ ପରାମର୍ଶ ଦିଆଯାଇଥିଲା । ଏହାପରେ ଏକ ସଡକ ସୁରକ୍ଷା ରଥ ଉଦଘାଟନ କରି ସହର ପରିକ୍ରମା କରାଯାଇଥିଲା । ଏଥିରେ ବିଭିନ୍ନ ବିଭାଗର ପୋଲିସ କର୍ମଚାରୀ ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି