

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ଦଧିବାମନ ମଠ ପ୍ରାଙ୍ଗଣରେ ରାସେଶ୍ୱରୀ ଦେବୀଙ୍କ ଜନ୍ମମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ସମସ୍ତ ସତସଂଗୀ ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଏବଂ ଅନ୍ୟ ସତସଂଗୀ ସତ୍ୟରଞ୍ଜନ ରାୟ, ଅଭିମନ୍ୟୁ ସାହୁ, ପ୍ରତିମା ମିଶ୍ର, ସଂଜୟ ସାହୁ, ଅନ୍ତିମଯାନି ନାୟକଙ୍କ ସମେତ ବହୁ ଭକ୍ତ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା ।
ରିପୋର୍ଟ : ଶୁଭମ କୁମାର ପାଣି