

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରେ ଗୋଟିଏ ରାଷ୍ଟ୍ର ଗୋଟିଏ ସ୍ୱର ‘ମା ତୁଝେ ସଲାମ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୌସୁମୀ ସାହୁ, ଓଇଏସ, ଓ ବିଜ୍ଞାନ ଶିକ୍ଷକ ଡ଼. ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ୨୦ ଜଣ ଶିକ୍ଷକ, ୧୦ଜଣ ସ୍କୁଲ ଷ୍ଟାଫ ଓ ୫୫୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପରିଡା
