

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମର ଇଷ୍ଠ ଦେବୀ ମାଆ ନାରାୟଣୀଙ୍କ ସିଦ୍ଧ ପୀଠରେ ବଣାୟତ ଓଡ଼ିଆ ସମାଜର ପ୍ରଥମ ରାଜ୍ୟ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଯୋଗଦାନ କରିଥିଲେ । ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯୋଗଦାନରେ କାର୍ଯ୍ୟକୁ ବହୁ ଆଡମ୍ବର ରେ ସମ୍ପର୍ଣ୍ଣ କରାଯାଇଥିଲା ।
ରିପୋର୍ଟର:ସୁମିତ୍ କୁମାର ପଟ୍ଟନାୟକ