
କୋଲକାତା (ସମୃଦ୍ଧ ଓଡିଶା) କୋଲକାତାରୁ ପ୍ରକାଶ ପାଉଥିବା ‘ଅଭିଯାନ’ଖବର କାଗଜର ମୁଖ୍ୟ ସମ୍ପାଦକ ଶମ୍ଭୁନାଥ ଦାସ ଗତକାଲି ରାଜ୍ୟ କଂଗ୍ରେସ ସଭାପତି ତଥା ବର୍ଷିଆନ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସ ଭବନରେ ଏକ ସୋଜନ୍ୟମୂଳକ ସାକ୍ଷାତକରି ତାଙ୍କ ସ୍ଵ ସମ୍ପାଦିତ ‘ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା’କୁ ଉପହାର ରୂପେ ଦେଇଛନ୍ତି ।
ରିପୋର୍ଟ : ପ୍ରସନ୍ନ ପଟ୍ଟନାୟକ