ପୋଲସରା ରାଜସ୍ୱ କାର୍ଯ୍ୟାଳୟ ଘେରାଉ:ଜମି ପଟ୍ଟା ଯୋଗାଇ ଦେବା ନାମରେ ଆରଆଇ ଅର୍ଥ ଆଦାୟ କରୁଥିବା ଅଞ୍ଚଳବାସୀଙ୍କ ଅଭିଯୋଗ…

ପୋଲସରା (ସମୃଦ୍ଧ ଓଡିଶା) ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ଗାଁ’ରେ ଥିବା ରାଜସ୍ୱ କାର୍ଯ୍ୟାଳୟକୁ ଘେରାଉ କରି ଜମି ପଟ୍ଟା ଯୋଗାଇ ଦେବା ନାମରେ ଆରଆଇ ଅର୍ଥ ଆଦାୟ କରୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗଂଜାମ ଜିଲ୍ଲାର ପୋଲସରା ବ୍ଲକ ଅଧିନରେ ଥିବା ସରକାରୀ ବାବୁମାନେ ଆଦିବାସୀ ଅଞ୍ଚଳରେ ପଟ୍ଟା ଦେବା ନା’ରେ ପ୍ରତି ଘର ପିଛା ୨୦୦/୫୦୦ ଟଙ୍କା ଲେଖାଏଁ ନେବାରୁ ସେହି ଲୋକମାନେ ଆରଆଇଙ୍କୁ ପାଣ୍ଡିରୀପଡା ଗ୍ରାମପଚାଂୟତ ଅଫିସରେ ତାଲା ପକାଇ ରଖି ପଚରା ଉଚୁରା କରିବା ପରେ ସେ ଟଙ୍କା ଫେରସ୍ତ କରିବି ବୋଲି କହିଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା