

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ଉସ୍ତାପଡା ଗ୍ରାମର ଉଦ୍ଧବ ସ୍ୱାଇଁ ଓ ସଂଗ୍ରାମ ସ୍ୱାଇଁ ବାଇକ ଦୁର୍ଘଟଣାରେ ମୃତ୍ୟୁ ବରଣ କରଛନ୍ତି । ଏହି ଅବସରରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ମେଡିକାଲକୁ ଯାଇ ତାଙ୍କ ପରିବାରକୁ ଶୋକ ସମବେଦନା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା