
ମୟୂରଭଞ୍ଜ(ସମୃଦ୍ଧ ଓଡିଶା) ବାରିପଦାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଓ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଉତ୍ସବରେ ଅଭିନେତା ଉତ୍ତମ ମହାନ୍ତି, ଅଭିନେତା ଅଶିତ ପାତ୍ର ଓ ବହୁ ଅଭିନେତା ଅଭିନେତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମାଗମରେ ମହୋତ୍ସବକୁ ସମ୍ପର୍ଣ୍ଣ କରାଯାଇଥିଲା ।
ରିପୋର୍ଟ-ସୁମିତ ପଟ୍ଟନାୟକ

