ବାଲିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଭୂମିପୂଜା…

ପୁରୁଷୋତ୍ତମପୁର (ସମୃଦ୍ଧ ଓଡିଶା) ପୁରୁଷୋତ୍ତମପୁର ବ୍ଲକ ଶିକୁଳା ଗ୍ରାମପଞ୍ଚାୟତର ଲଡକାପଲ୍ଲୀ ଗାଁରେ ରାସ୍ତା ନିର୍ମାଣ ପାଇଁ ୩୫୦ ଲକ୍ଷଟଙ୍କାର  କାମ ଆରମ୍ଭ ପାଇଁ ଭିତ୍ତି ପ୍ରସ୍ଥର କରାଯାଇଛି ଏଥିରେ  ସ୍ନେହଲତା ପଣ୍ଡା, ଅରୁଣ ପଣ୍ଡା ସରପଂଚ ରବି ବେହେରା, ଭଜନ ବେହେରା, ଧନୁ ସାହୁ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଛନ୍ତି .

ରିପୋର୍ଟ : ନିମାଇଁ ଚରଣ ପଣ୍ଡା 

One thought on “ବାଲିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟର ଭୂମିପୂଜା…

  1. ଏହା ଅତି ଜରୁରୀ ଥିଲା
    ଅରୁଣ ପଣ୍ଡା and ସ୍ନେହଲତା ପଣ୍ଡା ଙ୍କୁ ଅଶେଷ ଧନୟବାଦ୍

Comments are closed.