

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବିଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଦିବସ । ଆମ୍ବେଦକରଙ୍କ ଜନ୍ମ ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ମହୁ ଗାଁରେ ହୋଇଥିଲା । ଏହି ଅବସରରେ ବ୍ରହ୍ମପୁରରେ ବିଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଫୁଷ୍ପମାଳ ଦେଇ ଜନ୍ମ ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା