

କୋରାପୁଟ (ସମୃଦ୍ଧ ଓଡିଶା) କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଜେଡି ବିଧାୟକ ପ୍ରଭୁଜାନୀ, ନବ ନିର୍ବାଚିତ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ତୁଳସୀ କ୍ରିସାନି, କୋରାପୁଟ ଜିଲ୍ଲା ଏସଡି ସଭାପତି ଈଶ୍ୱର ପାଣିଗ୍ରାହୀ, କୋରାପୁଟ ବିଧାୟକ ରଘୁନାଥ ପଡାଲଙ୍କୁ କୋରାପୁଟ ଜିଲ୍ଲାର ବିଜେଡି ସଂଯୋଜକଙ୍କ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭିଷ୍ମଚାର୍ଯ୍ୟ ଚୌଧୁରୀ, ଲମତାପୁଟ ସଂଯୋଜକ ଖାଦାର ବେଗ, କୋଟପାଡ଼ ସଂଯୋଜକ ବୈକୁଣ୍ଠ ମଣ୍ଡଳ ଗଣନାଥ ମୁଦୁଲି, ଜାମୀ ଜେନା, ନାରାୟଣ ବିଶୋଇ, ବିଦ୍ୟାଧର ସାହୁ, ମହେନ୍ଦ୍ର ବୁଲଦୀପ, ଜୋନ ଖୋସଲା, ଜୟଦେବ ହିଆଲ, ଦାମ ସାହୁ, କ୍ରିଷ୍ନା, ପ୍ରଶାଦ ଖୋରାଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ ସମସ୍ତଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା


