

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ପରାମର୍ଶ କ୍ରମେ ବିଜୁ ଜନତା ଦଳ ବ୍ରହ୍ମପୁର ଓ ମୋ ପରିବାର ଆନୁକୂଲ୍ୟରେ କୋଭିଡ ନିୟମାବଳୀ ପାଳନ ସକାଶେ ଜନସଚେତନତା ଅଭିଯାନ ୦୨/୧୦/୨୦୨୦ ଠାରୁ ୦୨/୧୧/୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଆଜି ବ୍ରହ୍ମପୁର ମହାନଗର ଓ ମହାନଗର ଯୁବ ବିଜେଡି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓମ ନଗର ଫାଷ୍ଟ ଗେଟ ନିକଟ ଓମ୍ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହାସହ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଘରକୁ ଆସିଲେ ବାରମ୍ବାର ସାବୁନରେ ହାତ ଧୋଇବା ଅମାନିଆ ନ ହେବା ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ, ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ସଭାପତି, ଡଃ ଚ୍ୟଉ ପଟନାୟକ ରାଜ୍ୟ ସମ୍ପାଦକ ସୁବାଷ ମହାରଣା, ମହାନଗର ଯୁବ ବିଜେଡି ସଭାପତି ଅଜିତ କୁମାର ପଣ୍ଡା, ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ରାଜ୍ୟ ସାଧାରଣ ସମ୍ପାଦକ ଧନଞ୍ଜୟ ରାଓ, ସମ୍ପାଦକ ମୁକୁନ୍ଦ ଗୌଡ଼, ମହିଳା ସଭାନେତ୍ରୀ ତଥା ରାଜ୍ୟ ମହିଳା ବିଜେଡି ସମ୍ପାଦିକା, ସଂଘମିତ୍ରା ଦଳାଇ, ବିଜୟ ଚନ୍ଦ୍ର ସାମଲ, ସଞ୍ଜିତ ପାଣିଗ୍ରାହୀ, ମଦନ ଦଳେଇ, ଭଗବାନ ଗନ୍ତାୟତ, ପୂର୍ବତନ କର୍ପୋରେଟର ଉଦ୍ଧବ ବିଷୟୀ, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଏନ୍ ଆପାରାଓ, ପି ଆଶାରାଣୀ, କାହ୍ନୁଚରଣ ପାତ୍ର, ଫାୟାଜ୍ ଖାନ୍, ଚନ୍ଦ୍ର ମୋହନ ସାହୁ, ସୁରେଶ ତ୍ରିପାଠୀ, ଶୌମିକ ସାହୁ, ଲକ୍ଷ୍ମୀପ୍ରିୟା ପାଢି, ମାମିନୀ ପାଢ଼ୀ, ପ୍ରଗ୍ନ୍ୟାପଣ୍ଡା, ନିରଞ୍ଜନ ଜେନା, ଉଜଳ ପାଢ଼ୀ, ଟୂନା ମହାରଣା, ମୁନା ରେଡି, ଧିରେନ୍ ମହାରଣା, ପ୍ରମୋଦ ମହାରଣା, ପି ଜାନକୀ, ସିମାଞ୍ଚଳ ସାହୁ, ଓମ ନଗର, ୟୁନିଅନ ପକ୍ଷରୁ ରାଜେଶ କୁମାର ପଟନାୟକ, ସୁରେଶ ଚନ୍ଦ୍ର ଉପାଧ୍ୟାକ୍ଷା, ରାଜୀବ ବିଷୟ, ବଂଶୀ ପ୍ରଧାନ ରଂଜନ ପାତ୍ର ବବୁଲୁ ପ୍ରଧାନ, ସିରିଜ ବିଶୋଇ ରତ୍ନ ଓ ସାହି ବାସିନ୍ଦା ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
