

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଜିଲ୍ଲା ବିଜେପି ପକ୍ଷରୁ ଜମ୍ମୁକାଶ୍ମୀର ସ୍ଥିତ ଫୁଲୱାମା ଠାରେ ଆତଙ୍କବାଦୀଙ୍କ ଦ୍ୱାରା ଶହିଦ ହୋଇଥିବା ଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତୀ ତଳେ ମହମବତୀ ଜାଳି ନିରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି କାହ୍ନୁଚରଣ ପତିଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସୁନୀଲ କୁମାର ସାହୁ, ବ୍ରହ୍ମପୁର ଲୋକସଭା ସହ ପ୍ରଭାରୀ ପ୍ରବିତ୍ର ଦାଶ, ଘୁମୁଷର ଜିଲ୍ଲା ସଭାପତି ସୂର୍ଯ୍ୟ ନାରାୟଣ ଦାଶ, ଦୁର୍ଗାଚରଣ ପଟ୍ଟନାୟକ, ପ୍ରଭାତ କିରଣ ଷଡ଼ଙ୍ଗୀ, ପ୍ରର୍ବିର ପାତ୍ର, ଗୋପୀନାଥ ପଣ୍ଡା, ଅମୁଲ୍ୟ ଚୋୖଧୁରୀ, ଧରଣୀଧର ବେହେରା, ରୁପେଶ ମହାପାତ୍ର, ପ୍ରଦୀପ ମିଶ୍ର, ମୋଡନା ମୋହନ ପାତ୍ର, ପ୍ରଦୀପ ଶତପଥୀ, ଡି. କରୁଣା କର, ପ୍ରଫୁଲ ପାଣିଗ୍ରାହୀ, ଏସ ଶ୍ରୀନିବାସ, ମଧୁସୂଦନ ସାହୁ, ଏସ ରାଣୀ, ସିଧାନ୍ତ ଗଙ୍ଗଦେବ, ଵିକେଶ ପାଣିଗ୍ରାହୀ, କିରଣ କୁମାର ସାହୁ, ସୁନୀଲ ପାତ୍ର, ରବିନାରାୟଣ ସାବତଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

