

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେପୁର ଉପନିର୍ବାଚନ ପାଇଁ ଗାଇସିଲାଟ ବ୍ଲକ ଅନ୍ତର୍ଗତ ରାଇସଲପଦର ଗ୍ରାମ ପଞ୍ଚାୟତର ବିଜୁଜନତା ଦଳର କର୍ମୀ ମାନଙ୍କୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେଇ ବିଜୁ ଜନତା ଦଳର ପ୍ରାର୍ଥୀନିଙ୍କୁ ଶଙ୍ଖ ଚିହ୍ନ ସପକ୍ଷରେ ଭୋଟ ଦେବାପାଇଁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।


ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବିଜେପୁର ଉପ ନିର୍ବାଚନ ରେ ବିଜୁଜନତା ଦଳର ପ୍ରାର୍ଥିନୀ ରିତା ସାହୁଙ୍କ ପାଇଁ ଗାଇସିଲାଟ ବ୍ଲକରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଥିଲେ ।ବିଜୁ ଜନତା ଦଳର ପ୍ରାର୍ଥିନି ରିତା ସାହୁଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବାପାଇଁ ଭୋଟ ର ମାନଙ୍କୁ ନିବେଦନ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା



