ବିଧାନ ସଭାରେ ରାଜ୍ୟ ଶାସନର ନୁଆଁ କ୍ୟାଲେଣ୍ଡର

ଭୁବନେଶ୍ୱର(ସମୃଦ୍ଧଓଡିଶା) ବିଧାନ ସଭା ସଚିବ ଶ୍ରୀ ଦାଶରଥି ଶତପଥୀ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ବିଧାନସଭାର ନୂଆ କ୍ୟାଲେଣ୍ଡର ପ୍ରଦାନ କରୁଛନ୍ତି।