ବିଶାଖାପାଟଣାରେ ନୂଆ ଭୋଟର ନାମ ଲେଖା ଓ ସଂଶୋଧନ ପାଇଁ ତତ୍ପରତା …

ବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣା ସହରରେ ନୂଆ ଭୋଟରଙ୍କ ନାମ ଯୋଡିବା ଓ ଭୋଟର ତାଲିକା ସଂଶୋଧନ ଜୋରସୋରରେ ଚାଲିଛି । ବିଶେଷ କରି ଆଜି ଏସଆଇଜି କଲୋନୀ ରାମାନିଳୟମ ସାହିରେ ନୂଆ ଭୋଟର ନାମ ନାମୋଦ ଓ ସଂଶୋଧନ କାର୍ଯ୍ୟ ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ଏକ ଶିବିର କରାଯାଇ ନୂଆ ଭୋଟର ମାନଙ୍କୁ ନମୋଦ କରାଯାଉଛି । ଏଥିରେ ପାର୍ଟିର ସ୍ଥାନୀୟ ନେତା ପି ନାଗେଶ୍ଵର ରାଓ, ଓମି ପଲା ରାଓ, ଭି ଭେଙ୍କଟ ରାଓ ପ୍ରମୁଖ ସଂଯୋଜନା କରିଛନ୍ତି ।     (ରିପୋର୍ଟ : ପ୍ରତାପ କୁମାର ପାଢ଼ୀ)