

ଢେଙ୍କାନାଳ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଲକଡାଉନ ହୋଇଥିବା ଦୃଷ୍ଟିରୁ ବିଧାୟକ ସୁଧୀର କୁମାର ସାମଲ ଗୋବିନ୍ଦିପୁର ପଞ୍ଚାୟତର ମହର୍ଷି ଦୟାନିଧି ସର୍ଭିସ ମିଶନ ଓ ବଳଦିଆବନ୍ଧର ବିଶ୍ୱ କୁନ୍ତଳା ବାଳାଶ୍ରମକୁ ଚାଉଳ, ଡାଲି, ଚୁଡା, ଚିନି, ସୁଜି, ତେଲ, ଆଳୁ ଓ ମାସ୍କ ଦେଇଥିଲେ ଏବଂ ବିଭିନ୍ନ ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସଙ୍କରପୁର ପଞ୍ଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା
