ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ଅବକାରୀ ଅଧିକ୍ଷକଙ୍କ ସୂଚନା ଅନୁଯାୟୀ ବ୍ରହ୍ମପୁର ଓ ଦିଗପହଣ୍ଡି ଅଞ୍ଚଳରେ ବ୍ୟାପକ ଅବାକରି ଚଢ଼ାଉ କରାଯାଇଛି । ଡିଷ୍ଟ୍ରିକ୍ଟ ଷ୍ଟ୍ରାଇକିଙ୍ଗ ଫୋର୍ସର ଚଢ଼ାଉ ବେଳେ ୪୫ କିଲୋ ଗଞ୍ଜେଇ, ଗୋଟିଏ ସାଣ୍ଟ୍ରୋ ହ୍ୟୁଣ୍ଡାଇ କାର ଓ ୬.୩୦୦ ଲିଟର ଆଇ.ଏମ.ଏଫ.ଏଲ. ଜବତ କରାଯାଥିଲା । ଗୋଟିଏ ଏନ.ଡି.ପି.ଏସ. ମାମଲା ରୁଜୁ ହେବା ସହିତ ୨ଜଣଙ୍କୁ ଗିରଫ କରାଯାଇଛି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା