
(ସମୃଦ୍ଧ ଓଡିଶା: ଭଞ୍ଜନଗର) ଭଞ୍ଜନଗର କଂଗ୍ରେସ କମିଟି ତରଫରୁ ଯୁବ ନେତା ପ୍ରଶାନ୍ତ କୁମାର ବିଷୋୟୀ ଙ୍କ ତତ୍ତ୍ଵାବଧାନରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ଗ୍ରାମପଞ୍ଚାୟତ ର ନରେନ୍ଦ୍ରପୂର୍ ଗ୍ରାମ ରେ ଘଟିଥିବା ଅଗ୍ନିକାଣ୍ଡ ରେ କ୍ଷତଗ୍ରସ୍ତ ହୋଇଥିବା ତିନୋଟି ପରିବାର କୁ ଶୁଖିଲା ଖାଦ୍ୟ ସହାୟତା ପ୍ରଦାନ ସହିତ ମାସ୍କ୍ ଓ ସ୍ୟାନିତାଇଯାର ମଧ୍ୟ ପ୍ରଦାନ କରିଛନ୍ତି ।ଏହି କାର୍ଯ୍ୟକ୍ରମ ରେ ଜଗନ୍ନାଥ ପ୍ରସାଦ ର ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ,ଜବାହରଲାଲ ସାହୁ, ମଣ୍ଟୁ ପ୍ରଧାନ,ବାଲ୍ୟ ବେହେରା ,ଚନ୍ଦନ,ସୌମ୍ୟରଞ୍ଜନ, କାହ୍ନୁ ,ରୋମୀୟ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।
