

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୨ ବର୍ଷ ପରେ ବ୍ରହ୍ମପୁର ସହରରେ ବିଧିବଦ୍ଧ ଭାବରେ ପାଦ ଥାପିଲେ କଂଗ୍ରେସ ବିଧାୟକ ତଥା ଜିଲ୍ଲା ସଭାପତି ରମେଶ ଜେନା ।ମାନ୍ୟବର ହାଇକୋର୍ଟ ନିର୍ଦେଶ ପ୍ରକାରେ ସେ ବ୍ରହ୍ମପୁର ପୋୖର ନିର୍ବାଚନରେ ପ୍ରଚାର ନିମନ୍ତେ ଆଜି ଆସି ବ୍ରହ୍ମପୁର ସହରରେ ପହଞ୍ଚି ମା ବୁଢ଼ୀ ଠାକୁରାଣୀଙ୍କ ଆଶୀର୍ବାଦ ଭିକ୍ଷା ସହ ପ୍ରଚାର ଆରମ୍ଭ କରିଛନ୍ତି ।