Berhampur(ଦକ୍ଷିଣାଞ୍ଚଳ ଖବର) Crime ମାଧବନ୍ଧରେ ତହସିଲଦାରଙ୍କ ଅବକାରୀ ଚଢ଼ାଉ:୨ଗିରଫ, ବହୁ ମଦ ଜବତ… ସମୃଦ୍ଧ ଓଡିଶା May 14, 2019 1 min read Share this:FacebookX ଛତ୍ରପୁର (ସମୃଦ୍ଧ ଓଡିଶା) ମାଧବନ୍ଧରେ ତହସିଲଦାରଙ୍କ ଅବକାରୀ ଚଢ଼ାଉ କରାଯାଇଛି । ଚଢ଼ାଉରେ ୨ ଜଣ ଗିରଫ କରିବା ସହ ୧୬ ଲିଟର ୮୨୦ମିଲି ଲିଟର ବିଦେଶୀ ମଦ, ୨ ଲିଟର ୭୦୦ ମିଲି ଲିଟର ବିଅର, ୧୫ ଲିଟର ଦେଶୀ ମଦ ଜବତ କରାଯାଇଛି । ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା Like this:Like Loading... Continue Reading Previous: ଫନିରେ ଉଡିଗଲା ଗୋଲଣ୍ଡା ପ୍ରାଥମିକ ବିଦ୍ୟାଳୟର ଟିଣ ଛାତ:ମରାମତି ଦାବୀ…Next: ନିର୍ବାଚନ ଗଣତିକୁ ଆଖିଆଗରେ ରଖି ଛତ୍ରପୁର ଓ ପୁରୋଷୋତ୍ତମପୁର ପୋଲିସ ଉପଖଣ୍ଡ ସ୍ତରୀୟ ଅପରାଧ ସମୀକ୍ଷା ବୈଠକ… Related Stories 1 min read Berhampur(ଦକ୍ଷିଣାଞ୍ଚଳ ଖବର) Bhubaneswar Top News “ମହାଶିବରାତ୍ରୀ ଦିନ ଅମୃତ ଜଳ ବିତରଣ” ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Education Important News “ସାଇକ୍ଳୋଥନ” – ସକ୍ଷମ ୨୦୨୫ ସଚେତନତା କାର୍ଯ୍ୟକ୍ରମ ସମୃଦ୍ଧ ଓଡିଶା February 23, 2025 1 min read Berhampur(ଦକ୍ଷିଣାଞ୍ଚଳ ଖବର) Political News ବାଣପୁରର ଭୀମପୁର ଗ୍ରାମବାସୀଙ୍କ ତରଫରୁ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସମୃଦ୍ଧ ଓଡିଶା February 17, 2025