

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଅନ୍ତର୍ଗତ ପଦ୍ମନାଭପୁର ଠାରେ ଓଡିଆ ସିନେ ଜଗତର ସୁପରଷ୍ଟାର ହାସ୍ୟ ଅଭିନେତା ପପୁ ପମପମ ମା କନକ ଦୁର୍ଗାଙ୍କ ଠାକୁରାଣୀ ଯାତ୍ରା ଉପଲକ୍ଷେ ଏକ ମେଲୋଡି କାର୍ଯ୍ୟକ୍ରମରେ ଯୋଗ ଦେଇ ବୋବାଲ କରିଛନ୍ତି । ସବୁ ପ୍ରକାର କମେଡି କରି ଦର୍ଶକଙ୍କ ମନ ମୋହିଛନ୍ତି ପପୁ । କହିଲେ ଯଦି ମୁଁ ବଞ୍ଚିବି ଆସନ୍ତା ବର୍ଷ ମଧ୍ୟ ମା’ଙ୍କ ଯାତ୍ରା ପାଇଁ ନିଶ୍ଚୟ ଆସିବି । ମୋ ଦେହ ଅସୁସ୍ଥ ଥିବା ଯୋଗୁଁ ମୁ ଆସି ପାରିନଥିଲି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା