ମିଳିତ ଓଡିଶା ନିଶା ନିବାରଣ ଅଭିଯାନରେ ଯୋଗ ଦେଇ ଗିରଫ ହୋଇଥିବା କର୍ମୀମାନଙ୍କ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମିଳିତ ଓଡିଶା ନିଶା ନିବାରଣ ଅଭିଯାନରେ ଓଡିଶା ତରଫରୁ ରାଲି କାର୍ଯ୍ୟରେ ଯୋଗଦେଇ ସରକାରଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଥିବା ଓ ଗିରଫ ହୋଇଥିବା କର୍ମୀମାନେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଧାରଣାରେ ବସି ଦୃଢ ପ୍ରତିବାଦ ଜଣାଇଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର ଯୁବନେତା, ବରିଷ୍ଠ ନାଗରିକଙ୍କ ସମେତ ବହୁ ଜନସାଧାରଣ ସାମିଲ ହୋଇଛନ୍ତି ।

ରିପୋର୍ଟ : ଶୁଭମ କୁମାର ପାଣି