Bhubaneswar Top News ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ୬ ମାସ ବଢ଼ିଲା ଚାକିରୀ କାର୍ଯ୍ୟକାଳ ସମୃଦ୍ଧ ଓଡିଶା January 1, 2024 1 min read Share this:FacebookX ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସରକାର ଆଉ ୬ ମାସ ଚାକିରୀ କାର୍ଯ୍ୟକାଳ ବଢ଼ାଇଛନ୍ତି । ଡିସେମ୍ବର ୩୧ ତାରିଖରେ ଥିଲା ତାଙ୍କର ଅବସର ଗ୍ରହଣର ଶେଷ ତାରିଖ । କିନ୍ତୁ ସରକାର ତାଙ୍କ ଚାକିରୀ କାର୍ଯ୍ୟକାଳ ୬ ମାସ ବଢ଼ାଇଥିବାରୁ ଆଗାମୀ ଜୁନ ୩o ରେ ସେ ଅବସର ଗ୍ରହଣ କରିବେ । Like this:Like Loading... Continue Reading Previous: ରାଜ୍ୟର ବରିଷ୍ଟ ନେତା ଦାମ ରାଉତଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଲା ବିଜେଡିNext: ମହିଳାଙ୍କ ଗଳିତ ମୃତ ଦେହ ଉଦ୍ଧାର : ହତ୍ୟା ସନ୍ଦେହ Related Stories 1 min read Bhubaneswar National Top News ଭାରତୀୟତାର ପରିଚୟକୁ ଅକ୍ଷୁଣ୍ଣ ରଖିବା ପାଇଁ ସଭିଏଁ ଏକାଠି ଲଢିବା : ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୃଦ୍ଧ ଓଡିଶା December 19, 2024 2 min read Bhubaneswar Current Topic Entertainment Second Pravasi Nrutya Sangam Held at Guru Kelucharan Mohapatra Odissi Research Centre ସମୃଦ୍ଧ ଓଡିଶା December 19, 2024 1 min read Bhubaneswar Entertainment Top News ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ “ଦ୍ୱିତୀୟ ପ୍ରବାସୀ ନୃତ୍ୟ ସଙ୍ଗମ” କାର୍ଯ୍ୟକ୍ରମ ଅନୁଷ୍ଠିତ ସମୃଦ୍ଧ ଓଡିଶା December 19, 2024