


ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଭବାନୀ ସାହୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ବିଜୟୀ କରିବା ଓ ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ପାଇଁ ରାଜ୍ୟ ସ୍ତରୀୟ ବିଶିଷ୍ଟ ନେତା ତଥା ବରିଷ୍ଠ ବିଜେଡି ସମ୍ପାଦକ ଏବଂ ବିଧାୟକ ସାଙ୍ଗଠନିକ ସମ୍ପାଦକ ପ୍ରଣୟ ପ୍ରକାଶ ଦାସଙ୍କୁ ଫୁଲ ତୋଳା ଦେଇ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ସେଠାରେ ବିଧାୟକ, ପୂର୍ବତନ ସାଂସଦ, ମନ୍ତ୍ରୀ ଏବଂ ବାଚସ୍ପତି ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା



