
ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଦ୍ଵାରା ଆହୂତ ରାଜ୍ୟପାଳ ସମ୍ମିଳନୀରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସମେତ ସମସ୍ତ ରାଜ୍ୟର ରାଜ୍ୟପାଳ,କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ଓ ପ୍ରଶାସକମାନେ ଯୋଗଦେଇଥିଲେ । ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ଏହି ରାଜ୍ୟପାଳ ସମ୍ମୀଳନୀ । ଏଥିରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିଥିଲେ ।