
ଢେଙ୍କାନାଳ (ସମୃଦ୍ଧ ଓଡିଶା) ଲକଡାଉନ ଯୋଗୁଁ ଢେଙ୍କାନାଳ ସଚେତନ ନାଗରୀକ ଫୋରମର କାର୍ଯ୍ୟକର୍ତ୍ତା ମାନେ ଢେଙ୍କାନାଳ ମାରୁୱlଡ଼ି ଯୁବ ମଞ୍ଚର ସଦସ୍ୟମାନଙ୍କ ସାହାଯ୍ୟରେ ଢେଙ୍କାନାଳ ମୁନିସିପାଲିଟି ୱାର୍ଡ ନଂ୨୧, ଶିତଳା ବସ୍ତିର ଅସହାୟ ଓ ରାସନ କାର୍ଡ ନ ଥିବା ୧୫ଟି ପରବାରଙ୍କୁ ଚାଉଳ, ଡାଲି, ଆଳୁ, ପିଆଜ ପ୍ରଭୃତି ସାମଗ୍ରୀ ବଣ୍ଟନ କରାଯାଇ ଲୋକଙ୍କୁ କରୋନା ଭୁତାଣୁ ସଂକ୍ରମଣ ସମ୍ପର୍କରେ ସଚେତତା କରାଯାଇଥିବା ଜଣାପଡିଛି l
ରିପୋର୍ଟ : ଶୁଭମ ପାଣି
