

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଜାରି କରାଯାଇଛି l ଏହି ଅବସରରେ ଢେଙ୍କାନାଳ ସଚେତନ ନାଗରୀକ ଫୋରମର କାର୍ଯ୍ୟକର୍ତ୍ତାମାନଙ୍କ ଦ୍ୱାରା ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଭାପୁର ପଞ୍ଚାୟତର ଟେଣୁଆ ଗ୍ରାମରେ କରୋନା ସମ୍ପର୍କରେ ସଚେତନ କରାଇ ଲୋକମାନଙ୍କୁ ଚୁଡା, ଚିନି, ବିସ୍କୁଟ, ସାବୁନ ଓ ମାସ୍କ ବଣ୍ଟନ କରାଯାଇଥିବା ଜଣାପଡିଛି l
ରିପୋର୍ଟ : ଶୁଭମ ପାଣି