ଢେଙ୍କାନାଳ (ସମୃଦ୍ଧ ଓଡିଶା) ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟର ସ୍କୁଲ କ୍ୟାବିନେଟ ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ନିର୍ବାଚନ ପ୍ରକ୍ରିୟାରେ ୧ମ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଉଦ୍ଧବ ମୋହନ ପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ମନ୍ତ୍ରୀମଣ୍ଡଳ ନିର୍ବାଚନ କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରାଯାଇଥିଲା । ନିମଲିଖିତ ଛାତ୍ରଛାତ୍ରୀମାନେ ସ୍କୁଲ କ୍ୟାବିନେଟ ମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି ।
(୧) ମୁଖ୍ୟମନ୍ତ୍ରୀ – କସ୍ତୁରୀ ଘଢେଇ(X)
(୨) ଉପ ମୁଖ୍ୟମନ୍ତ୍ରୀ – ସତ୍ୟପ୍ରକାଶ ମହାନ୍ତି(IX)
(୩) ଶିକ୍ଷାମନ୍ତ୍ରୀ – ଶୁଭଶ୍ରୀ ସ୍ୱାଇଁ (X)
(୪) ଉପଶିକ୍ଷାମନ୍ତ୍ରୀ – ପ୍ରିୟରଞ୍ଜନ ସାହୁ(IX)
(୫) ସ୍ୱାସ୍ଥ୍ୟ ଓ ପରିମଳମନ୍ତ୍ରୀ – ସଚିନ କୁମାର ନାୟକ(IX)
(୬) ଉପ ସ୍ୱାସ୍ଥ୍ୟ ଓ ପରିମଳମନ୍ତ୍ରୀ – ବର୍ଷାପ୍ରିୟଦର୍ଶନୀ ରଣା(IX)
(୭) କ୍ରୀଡାମନ୍ତ୍ରୀ – ତନ୍ମୟ କୁମାର ଦାଶ(IX)
(୮) ଉପ କ୍ରୀଡାମନ୍ତ୍ରୀ – ଶ୍ରାବଣ କୁମାର (VIII)
(୯) ସଂସ୍କୃତ ମନ୍ତ୍ରୀ – ସୌମ୍ୟଶ୍ରୀ ସାହୁ(X)
(୧୦) ଉପ ସଂସ୍କୃତ ମନ୍ତ୍ରୀ – ଲିଜା ରାଣୀ(IX)
(୧୧) ଉଦ୍ୟାନ ମନ୍ତ୍ରୀ – ସିଦ୍ଧେଶ୍ଵର ସାହୁ(IX)
(୧୨) ଉପ ଉଦ୍ୟାନ ମନ୍ତ୍ରୀ – ବିଷ୍ନୁପ୍ରିୟା ନାୟକ(VIII)
(୧୩) ଖାଦ୍ୟ ମନ୍ତ୍ରୀ – ଆୟାଜ ଖାଁ(VIII)
(୧୪) ଉପ ଖାଦ୍ୟ ମନ୍ତ୍ରୀ – ସ୍ୱୟଂଶ୍ରୀ ସାହୁ(VIII)
ଶ୍ରେଣୀ ପ୍ରତିନିଧି ରୁପେ –
(୧) ସୁଜ୍ଞାନ ସାହୁ(X),
(୨) ସୁଶ୍ରୀ ସଂଗୀତା ଲେଙ୍କା(X)
(୩) ପୂର୍ଣ୍ଣପ୍ରଭା ନାୟକ(IX)
(୪) ଅକ୍ଷୟ ବେହେରା(IX)
(୫) ରାଜେଶ୍ୱରୀ ବେହେରା(VIII)
(୬) ବୁବୁନ(VIII)
(୭) ଜସ୍ମିନ ସାହୁ(VII)
(୮) ପ୍ରିୟଦର୍ଶନୀ ଦାସ(VI)
(୯) ସ୍ମୃତି ରଞ୍ଜନ(VI)
(୧୦) ବିଷ୍ଣୁପ୍ରିୟା ବରାଳ(V)
(୧୧) ନିହାର ବରାଳ(V)
(୧୨) ଗାୟତ୍ରୀ ଦାସ(IV)
(୧୩) ଅନୁକୂଳ ସ୍ୱାଇଁ(IV)
(୧୪) ଅନୁସୟା ସେନାପତି(III)
(୧୫) ନାରାୟଣ ନାଏକ(III)
(୧୬) ଲୋପାମୁଦ୍ରା ମହାନ୍ତି(II)
(୧୭) ବିଶ୍ୱଜିତ ସାହୁ(II)
(୧୮) ଅନୁଷ୍କା ବାରିକ(I)
(୧୯) ଦିବ୍ୟ ରଞ୍ଜନ ପରିଡା(I)
ଚୟନ ହୋଇଛନ୍ତି । ଏହାସହ ବିଭାଗୀୟ ମନ୍ତ୍ରୀମାନଙ୍କର ଶପଥ ଗ୍ରହଣ ଆସନ୍ତା ୨୩ ରିଖ ବୁଧବାର ଦିନ ଅନୁଷ୍ଠିତ କରାଯିବ ବୋଲି କୁହାଯାଇଛି । ସେମାନଙ୍କର କାର୍ଯ୍ୟାବଳୀ ଦାୟିତ୍ୱ, କର୍ତ୍ତବ୍ୟ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିରଞ୍ଜନ ଦାଶ, ଅକ୍ଷୟ କୁମାର ଜେନା, ଧ୍ରୁବଚରଣ ଗଡ଼ନାୟକ, କ୍ରୁଷିଦା ବେଶମ, ତାସଲିମା ଭୋକାଳୀନ, ମୁସ୍ମୟୀ ଦାଶ, ରୋଜାଲିନ ନାୟକ, ଅସୀମ ରାଣୀ ଆଚାର୍ଯ୍ୟ, ଅନୁପମା ସାହୁ, ପୁଷ୍ପାରାଣୀ ମହାନ୍ତି, ମମତା ମିଶ୍ର, ଗିରିଶ ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଚିତ୍ରାନନ୍ଦ ଦାସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି