ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି : ପିଛିଲା ଭାବେ ଜାନୁଆରୀ ୧,୨୦୨୪ରୁ ଲାଗୁ

ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ପାଇଁ ଗ୍ରାଚୁଇଟିର ସୀମା ୧୫ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ସରକାରୀ କର୍ମଚାରୀ ମାନଙ୍କ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟି (DCRG)କୁ 15 ଲକ୍ଷ ରୁ 20 ଲକ୍ଷ ଟଙ୍କାକୁ ତା 01.01.2024 ରୁ ପିଛିଲା ଭାବରେ ଲାଗୁ କରାଗଲା । ରାଜ୍ୟର ବିଭିନ୍ନ ସେବା ସଙ୍ଗଠନ ଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରିଥିଲେ । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର 01.01.2024ରୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ସିଭିଲ ସର୍ଭିସେସ୍ (ପେନ୍ସନ୍) ନିୟମ ଅନୁଯାୟୀ ମୃତ୍ୟୁ ତଥା ଅବସର କାଳୀନ ଗ୍ରାଚ୍ୟୁଟିକୁ ବୃଦ୍ଧି କରିଛନ୍ତି।

 

OFFICE OF THE CHIEF MINISTER, ODISHA

Hon’ble Chief Minister Sri Mohan Charan Majhi has Enhanced the Gratuity Limit of Employees From Rs.15 Lakh to Rs.20 Lakh , Effective Retrospectively From 1st January 2024

Bhubaneswar, 8 October 2024, Chief Minister Shri Mohan Charan Majhi has decided to enhance the Gratuity limit from Rs.15 lakh to Rs.20 lakh. As per his decision, the State Government has enhanced the Death-Cum-Retirement Gratuity (DCRG) benefit from Rs. 15 lakh to Rs. 20 lakh retrospectively from 01.01.2024 for all regular State Government employees. Previously, various Service Associations of the State had requested the Government for enhancement of the ceiling limit of DCRG admissible to the State Government employees. It may be mentioned here that the Central Government has enhanced the Retirement and Death Gratuity under Central Civil Services (Pension) Rules, 2021 for its employees with effect from 01.01.2024.

Leave a Reply

Your email address will not be published. Required fields are marked *