ଭୁବନେଶ୍ୱର (ସମୃଦ୍ଧ ଓଡିଶା)ବର୍ଷା ଦିନେ ବିଭିନ୍ନ ଅଞ୍ଚଳରେ ଜଳ ନିଷ୍କାସନ ବା ବନ୍ୟା ଦାଉରୁ ଲୋକେ ରକ୍ଷା ପାଇବା ପାଇଁ ପ୍ରଶାସନ ର ମୁଣ୍ଡବିନ୍ଧା ହୋଇଥାଏ l ବିଶେଷ କରି ହଜାର ବର୍ଷ ରୁ ଉର୍ଦ୍ଧ କଟକ କୁ ବନ୍ୟା ମୁକ୍ତ ପାଇଁ ସଠିକ୍ ଯୋଜନାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞ ମାନେ ଥିଙ୍କର୍ଶ କ୍ଳବ୍ ର ୭୬ ତମ ଆଭlଶି ଆଲୋଚନାରେ ମତ ପ୍ରକାଶ କରିଛନ୍ତି l ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ଡ୍ ନନ୍ଦ ନନ୍ଦନ ଦାସ ବକ୍ତା ଭାବେ ଯୋଗ ଦେଇ ନିଜ ଅଭିଜ୍ଞତା ରୁ କହିଥିଲେ ଯେ କେତେକ ବୈଷୟିକ ଦିଗ ପ୍ରତି ଦୃଷ୍ଟିଦେଲେ ସହର ବନ୍ୟା ମୁକ୍ତ ହୋଇ ପାରିବ ଏଥି ନିମନ୍ତେ ସରକାର ଙ୍କ ସହଯୋଗ ଆବଶ୍ୟକ l ପୃଥିବୀରେ କିଛି ଅସମ୍ଭବ ନୁହେ। କଟକକୁ ଏକ ପରୀକ୍ଷା ମୂଳକ ସହର ଭାବେ ବିଚାର କଲେ କଟକରେ କେଉଁ ଅସୁବିଧା ଗୁଡିକ ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ଉଚିତ୍ ସମାଧାନ କରିବା ଉପରେ ପଦକ୍ଷେପମାନ ଗ୍ରହଣ କରିବା ପାଇଁ ସୂଚାଇ ଥିଲେ। ସେହିପରି ଅନ୍ୟ ସହର ମାନଙ୍କରେ ମଧ୍ୟ ବନ୍ୟା ନିୟନ୍ତ୍ରଣ ହୋଇ ପାରିବ ବୋଲି ଦର୍ଶାଇ ଥିଲେ।ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇ କଟକ ସି ଏମ ସି କମିଶନର ଶ୍ରୀ ନିଖିଲ ପବନ କଲ୍ୟାଣ ଏ ଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଥିଲେ l ଥିଙ୍କର୍ସ କ୍ଳବ୍ ର ସଭାପତି ତଥା ଭୁବନେଶ୍ୱର ମହାନଗର ନିଗମ ର ପୂର୍ବତନ ଓ ଏସ ଡି ବରଦା ଦାସ କାର୍ଯକ୍ରମ କୁ ସଂଯୋଜନା କରି କହିଲେ ସଂପ୍ରତି ଶ୍ରାବଣ ମାସରେ ଏ ସମସ୍ୟା ସର୍ବତ୍ର ଉପୂଜିଥାଏ l ଶ୍ରୀ ଦାସ ଙ୍କ ପରାମର୍ଶ ଅନୁଯାୟୀ ବହୁ ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ତଥା କର୍ମସ୍ଥଳୀ ଯୁଗ୍ମ ସହର କଟକ ଭୁବନେଶ୍ବର ରେ ବର୍ଷା ଜଳ ନିଷ୍କାସନ ପ୍ରକ୍ରିୟା ସଠିକ୍ ଯୋଜନା ଓ ସରକାର ଙ୍କ ଉଦ୍ୟମ ରେ ସମ୍ଭବ ହୋଇ ପାରିବ l ସେହିପରି ଅନ୍ୟାନ୍ୟ ପୌର ଅଞ୍ଚଳରେ ଏ କାର୍ଯ୍ୟକୁ ସଠିକ୍ ଯୋଜନାରେ ଅନ୍ତର୍ଭୁକ୍ତ କରି ଜଳ ନିଷ୍କାସନ ପ୍ରକ୍ରିୟା କୁ ଆଗେଇ ନେବାକୁ ହେବ ବୋଲି କହିଥିଲେ l ପୂର୍ବତନ ମୁଖ୍ୟଯନ୍ତ୍ରୀ ସୁଧାକର ପତ୍ରୀ, ପ୍ରଫେସର ଉମାଶଙ୍କର ମିଶ୍ର,ଡ୍ ଦିପାୟନ ପଟ୍ଟନାୟକ,ନିମାଇ ପଟ୍ଟନାୟକ, ବିଭୁ ଦତ୍ତ ମହାନ୍ତି, ସଜନ୍ ଶର୍ମା ,ନଗେନ୍ଦ୍ର ନାଥ ମିଶ୍ର ଆଦି ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ l ଶେଷରେ ପୂର୍ବତନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶିରିଶ ସାହୁ ବାଙ୍ଗାଲୋର ରୁ ଆଲୋଚନା ସମୀକ୍ଷା କରି ଧନ୍ୟବାଦ୍ ଅର୍ପଣ କରିଥିଲେ l
ରିପୋର୍ଟ : ବରଦା ଦାସ,ସଭାପତି, ଥିଙ୍କର୍ଶ୍ କ୍ଳବ୍
భువనేశ్వర్ (సంపన్నమైన ఒడిశా) వర్షాకాలంలో వివిధ ప్రాంతాలలో నీటి పారుదల లేదా వరదల నుండి ప్రజలను రక్షించడం పరిపాలనకు తలనొప్పిగా ఉంది.ముఖ్యంగా, వెయ్యి సంవత్సరాలకు పైగా ఉన్న కటక్కు వరద సహాయం కోసం సరైన ప్రణాళిక అవసరం. మాజీ ఫుల్ టైమ్ సెక్రటరీ డి.నంద నందన్ దాస్ వక్తగా పాల్గొని తన అనుభవంతో మాట్లాడుతూ.. కొన్ని సాంకేతిక అంశాలను పరిశీలిస్తే.. నగరాన్ని వరదల నుంచి విముక్తి చేయాలంటే ప్రభుత్వ సహకారం అవసరమని.. భూమిపై అసాధ్యమైనది ఏదీ లేదని అన్నారు. కటక్ను పైలట్ సిటీగా పరిగణించి, కటక్లో వరదల సమస్యలను పరిష్కరించేందుకు చర్యలు తీసుకోవాలని సూచించారు. అదేవిధంగా, ఇతర నగరాల్లో కూడా వరదలను నియంత్రించవచ్చని ఆయన సూచించారు.అబ్జర్వర్గా చేరిన కటక్ సిఎంసి కమిషనర్ శ్రీ నిఖిల్ పవన సంక్షేమం దిశగా తగిన చర్యలు తీసుకుంటామని హామీ ఇచ్చారు.మిస్టర్ దాస్ ప్రకారం, వర్షపు నీటి పారుదల ప్రక్రియలో ఎందరో ముఖ్యమంత్రుల జన్మస్థలం, కార్యక్షేత్రమైన కటక్ భువనేశ్వర్ను పక్కా ప్రణాళిక, ప్రభుత్వ కృషితో పూర్తి చేయవచ్చని.. నీటి పారుదల ప్రక్రియను ప్రణాళికలో చేర్చి ముందుకు తీసుకెళ్లాలని అన్నారు.మాజీ ముఖ్యమంత్రి సుధాకర్ జేవీ , ప్రొ. ఉమాష్కర్ మిశ్రా, డి. దీపాయన్ పట్నాయక్, నిమాయ్ పట్నాయక్, బిభు దత్ మొహంతి, సాజన్ శర్మ, నాగేంద్ర నాథ్ మిశ్రా తదితరులు చేరి పలు సూచనలు ఇచ్చారు. బెంగుళూరు నుండి చర్చను సమీక్షించినందుకు శిరీష్ సాహు ధన్యవాదాలు తెలిపారు.
నివేదిక: బర్దా దాస్, అధ్యక్షుడు, థింకర్స్ క్లబ్