ଜଳେଶ୍ୱର (ସମୃଦ୍ଧ ଓଡିଶା) ସବୁ ବର୍ଷପରି ଚଳିତବର୍ଷ ସାଇ ସୋସିଆଲ ସଭିସ୍ ଅର୍ଗନାଇଜେନ ପକ୍ଷରୁ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲ ରୋଗୀମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଛି । ସଂଗଠନର ସଭାପତି ଶଶି ସେଖର ଜେନା, ସଂପାଦିକା ଲୋପାମୁଦ୍ର ଦାସ, ଉପଦେଷ୍ଟା ଅରୁଣ କୁମାର ଜେନା, ଅର୍ଚ୍ଚନା ରାଉଳ, ତପନ କୁମାର ରାଉଳ, କଳ୍ପନା ଜେନା, ଅଭିଶେକ ଜେନା, ନରେଶ ଦାସ, ନିର୍ମଳ ରଣା, ମାନସ ଭୂୟାଁ, ଚନ୍ଦନ ରାଉଳ, ଉମାକାନ୍ତ ଭୂୟାଁ ଓ ଭାଗବତ ସୁର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରୋଗୀମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା